କୋଭିଡ୍‌ ଡ୍ୟୁଟିରେ ନିୟୋଜିତ ହେବେ ୨୫ ଆୟୁଷ ଡାକ୍ତର

ପୁନର୍ବାର ନିଯୁକ୍ତିକୁ ସଂଘର ବିରୋଧ ଭୁବନେଶ୍ବର : ରାଜଧାନୀରେ କରୋନା ସଂକ୍ରମଣ ବୃଦ୍ଧିକୁ ନେଇ ୨୫ଜଣ ଆୟୁଷ ଡାକ୍ତରଙ୍କୁ ନିୟୋଜିତ କରିବା ଲାଗି ସ୍ବାସ୍ଥ୍ୟ ବିଭାଗ ନିଷ୍ପତ୍ତି ନେଇଛି। ଆସନ୍ତାକାଲି ବିଏମ୍‌ସି କାର୍ଯ୍ୟାଳୟରେ ରିପୋର୍ଟ କରିବା ଲାଗି କୁହାଯାଇଛି। ତେବେ ଆୟୁଷ ଡାକ୍ତରଙ୍କ ପୁନର୍ବାର ନିୟୋଜିତ ହେବାକୁ ତୀବ୍ର ବିରୋଧ କରିଛି ରାଜ୍ୟ ସରକାରୀ ଆୟୁର୍ବେଦ ଚିକିତ୍ସକ ସଂଘ। ପୂର୍ବରୁ ସେମାନେ କୋଭିଡ୍‌ ଡ୍ୟୁଟିରେ ନିୟୋଜିତ ହୋଇଥିଲେ ହେଁ ସେମାନଙ୍କୁ … Continue reading କୋଭିଡ୍‌ ଡ୍ୟୁଟିରେ ନିୟୋଜିତ ହେବେ ୨୫ ଆୟୁଷ ଡାକ୍ତର